ବିଦେଶରୁ ଭୁବନେଶ୍ୱରକୁ ଆସୁ ନାହିଁ ସିଡ୍ୟୁଲ ବିମାନ : ବିପିଆଇଏ ନିର୍ଦ୍ଦେଶକ

ଭୁବନେଶ୍ବର: ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ହେଲେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ପାଇଁ ଏବେ ଚିନ୍ତାରେ ସରକାର। ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଅଧିକ ମାରାତ୍ମକ ହୋଇଥିବାରୁ ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବ କି ନାହିଁ ସେ ନେଇ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଚ୍ଚସ୍ତରୀୟ ବୈଠକ କରିଥିଲା। ଏହି ବୈଠକରେ ଭର୍ଚୁଆଲ ମୋଡରେ ଯୋଗ … Continue reading ବିଦେଶରୁ ଭୁବନେଶ୍ୱରକୁ ଆସୁ ନାହିଁ ସିଡ୍ୟୁଲ ବିମାନ : ବିପିଆଇଏ ନିର୍ଦ୍ଦେଶକ